୨୦୨୧ ଆରମ୍ଭରୁ ଭାରତରେ ଉପଲବ୍ଧ କରାଯିବ କୋଭିଡ୍-୧୯ ଟିକା: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ବେଳକୁ ଭାରତରେ କୋଭିଡ୍‌-୧୯ ଟିକା ଉପଲବ୍ଧ କରାଯିବ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ରାଜ୍ୟସଭାରେ ହର୍ଷବର୍ଦ୍ଧନ କହିଛନ୍ତି, ଅନ୍ୟ ଦେଶମାନଙ୍କ ପରି ଭାରତ ମଧ୍ୟ ଚେଷ୍ଟା କରୁଛି। ତିନୋଟି ଟିକା ଭିନ୍ନ ଭିନ୍ନ ସ୍ତରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ, ଦଳେ ବିଶେଷଜ୍ଞ ଏହାର ତତ୍ତ୍ୱାବଧାନ କରୁଛନ୍ତି। ଟିକା ନିମନ୍ତେ ଅଗ୍ରଣୀ ଯୋଜନା ମଧ୍ୟ ରହିଛି। ଆମେ ଆଶାବାଦୀ ଯେ, ଆସନ୍ତାବର୍ଷ ଆରମ୍ଭ … Continue reading ୨୦୨୧ ଆରମ୍ଭରୁ ଭାରତରେ ଉପଲବ୍ଧ କରାଯିବ କୋଭିଡ୍-୧୯ ଟିକା: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ